ARTICLE AD BOX
ଇଂଲଣ୍ଡ ୱିକେଟ୍କିପର ଜୋସ୍ ବଟଲର ଶନିବାର ଭାରତ ବିପକ୍ଷ ଶେଷ ଟ୍ବେଣ୍ଟି-୨୦ରେ ନୂଆ ରେକର୍ଡ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍ରେ ୱିକେଟ୍କିପର ଭାବେ ଛକା ମାରିବାରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଟପିଛନ୍ତି।
/sambad/media/media_files/2026/07/12/untitled-9-2026-07-12-16-06-10.jpeg)
ନୂଆଦିଲ୍ଲୀ: ଇଂଲଣ୍ଡ ୱିକେଟ୍କିପର ଜୋସ୍ ବଟଲର ଶନିବାର ଭାରତ ବିପକ୍ଷ ଶେଷ ଟ୍ବେଣ୍ଟି-୨୦ରେ ନୂଆ ରେକର୍ଡ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍ରେ ୱିକେଟ୍କିପର ଭାବେ ଛକା ମାରିବାରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଟପିଛନ୍ତି।
ଭାରତ ବିପକ୍ଷ ଏହି ମ୍ୟାଚ୍ରେ ୬୪ ବଲ୍ରୁ ୧୩୧ ରନ୍ କରିଥିବା ବଟଲର ୮ ଛକା ମାରିଥିଲେ। ଏଥିସହ ୩୫ ବର୍ଷୀୟ ନିଜ ଛକା ସଂଖ୍ୟା ୩୬୬ରେ ପହଞ୍ଚାଇଥିଲେ। ଏଥିସହ ଧୋନିଙ୍କ ନାମରେ ଥିବା ଛକା ରେକର୍ଡ ୩୫୯କୁ ଟପିଥିଲେ।ୱିକେଟ୍କିପର ଭାବେ ସର୍ବାଧିକ ଅନ୍ତର୍ଜାତୀୟ ଛକା
ଖେଳାଳି
- ଜୋସ ବଟଲର (ଇଂଲଣ୍ଡ) ୩୬୬ ଛକା
- ଏମ୍ଏସ୍ ଧୋନି (ଭାରତ) ୩୫୯ ଛକା
- କ୍ବିଣ୍ଟନ ଡି’କକ୍ (ଦକ୍ଷିଣ ଆଫ୍ରିକା) ୩୦୦ ଛକା
- ଆଦମ ଗିଲକ୍ରିଷ୍ଟ (ଅଷ୍ଟ୍ରେଲିଆ) ୨୫୯ ଛକା
- ବ୍ରେଣ୍ଡନ ମ୍ୟାକଲମ (ନ୍ୟୁଜିଲାଣ୍ଡ) ୨୦୮ ଛକା
ଅଭିନେତା ଅଲ୍ଲୁ ଅର୍ଜୁନଙ୍କର ସବୁ ଫିଲ୍ମ ଦେଖିଛନ୍ତି ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ସାକ୍ଷୀ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 weeks ago
13


