Constable: ଡ୍ରଗ୍ସ ମାଫିଆଙ୍କ ଆକ୍ରମଣରେ କନେଷ୍ଟବଳ ଗୁରୁତର

4 days ago 8
ARTICLE AD BOX

ଜଗତସିଂହପୁରରେ ଡ୍ରଗ୍ସ ମାଫିଆଙ୍କ ଆକ୍ରମଣରେ କନେଷ୍ଟବଳ ଗୁରୁତର ହୋଇଥିବାର ଖବର ମିଳିଛି। ଗୁରୁତର କନେଷ୍ଟବଳ ହେଲେ ନିତ୍ୟାନନ୍ଦ ସେନାପତି। ତେବେ ପୁଲିସ୍ ୨ ଡ୍ରଗ୍ସ ମାଫିଆଙ୍କୁ ଧରିିବାରେ ସଫଳ ହୋଇଥିବା ବେଳେ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

 (sambad.in) Jagatsinghpur: Constable Seriously Injured in Attack by Drug Mafias, 2 Arrested Photograph: (sambad.in)

ଜଗତସିଂହପୁର: ଜଗତସିଂହପୁରରେ ଡ୍ରଗ୍ସ ମାଫିଆଙ୍କ ଆକ୍ରମଣରେ କନେଷ୍ଟବଳ ଗୁରୁତର ହୋଇଥିବାର ଖବର ମିଳିଛି। ଗୁରୁତର କନେଷ୍ଟବଳ ହେଲେ ନିତ୍ୟାନନ୍ଦ ସେନାପତି। ଏହି ଘଟଣାରେ ୨ ଡ୍ରଗ୍ସ ମାଫିଆଙ୍କୁ ପୁଲିସ୍ ଧରିିବାରେ ସଫଳ ହୋଇଥିବା ବେଳେ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, କଲେଜ୍ ଛକ ନିକଟରେ ଏକ ଗାଡ଼ିରେ ଡ୍ରଗ୍ସ ମାଫିଆ ଆସୁଥିବାର ଖବର ପାଇ ପୁଲିସ୍ ଚଢ଼ଉ କରିଥିଲା। ସେଠାରେ ହଠାତ୍ ଡ୍ରଗ୍ସ ମାଫିଆମାନେ କନେଷ୍ଟବଳ ନିତ୍ୟାନନ୍ଦ ସେନାପତିଙ୍କୁ ଆକ୍ରମଣ କରିଥିଲେ। ତେବେ ପୁଲିସ୍ ୨ ଡ୍ରଗ୍ସ ମାଫିଆଙ୍କୁ ଧରିିବାରେ ସଫଳ ହୋଇଥିବା ବେଳେ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର କନେଷ୍ଟବଳ ନିତ୍ୟାନନ୍ଦ ସେନାପତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Cows Rescued: ଗୋରୁ ଚୋରି ଅଭିଯୋଗରେ ଦୁଇ ଅଟକ: ୩ ଗାଈ ଉଦ୍ଧାର

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.