ARTICLE AD BOX
Brutal Mu**er In Sundargarh: Son & Daughter-In-Law Beat 60-Year-Old Father To Death | Argus News ଜନ୍ମ କଲା ବାପାକୁ ପିଟିପିଟି ମାରିଦେଲେ ନୃଶଂସ ପୁଅ, ବୋହୂ । ଦୁଇଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ। ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଜଗଦୀଶପୁର କିଶାନ ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ନେଇ ୬୦ ବର୍ଷୀୟ ବୃଦ୍ଧ ବାପାଙ୍କୁ ପୁଅ ଓ ବୋହୂ ମିଶି ଠେଙ୍ଗାରେ ପିଟି ପିଟି ନିର୍ମମ ହତ୍ୟା କରିଛନ୍ତି। ଅଭିଯୁକ୍ତ ପୁଅ ହେଲା ଲାଜୋ କିଶାନ ଓ ବୋହୂ ବାସନ୍ତୀ କିଶାନ । ଉଭୟଙ୍କ ମିଳିତ ଆକ୍ରମଣରେ ବୃଦ୍ଧ ବାପା ପାଣକା କିଶାନ ପ୍ରାଣ ହରାଇଛନ୍ତି । ପୁଅ ଏବଂ ବୋହୂକୁ ଅଟକ ରଖିଛି ପୋଲିସ। In a shocking incident from Sundargarh district, a 60-year-old man was allegedly beaten to death by his son and daughter-in-law over a family dispute. The incident took place at Jagdishpur Kishan Basti under Kuanrmunda police outpost. The victim, identified as Panaka Kishan, succumbed to injuries after being repeatedly struck with a wooden stick. Police have detained the accused son, Lajo Kishan, and daughter-in-law, Basanti Kishan, for questioning. #SundargarhCrime #MurderInOdisha #FamilyViolence #CrimeUpdate #KuanrmundaNews #PoliceInvestigation #SonKillsFather #BreakingNewsOdisha #LocalCrimeNews #JusticeForVictim #OdishaPolice #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 weeks ago
7


