Bollywood Aନିଜ ବାପାଙ୍କୁ ମାରିଥିଲେ ରାମ କପୁର!

1 day ago 1
ARTICLE AD BOX

ଫିଟିଲା ଗୁମର। ଜଣାପଡ଼ିଲା ସତ। ନିଜ ପିତାଙ୍କୁ ନେଇ ରାମ କପୁର କଲେ ବଡ଼ ଖୁଲାସା। ଅଭିନେତା ରାମ କପୁରଙ୍କୁ କିଏ ବା ନଜାଣେ। ବଲିଉଡର ସେ ଜଣେ ଲୋକପ୍ରିୟ ଚେହେରା। ଯିଏ ହିରୋ ଭୁମିକାରେ ଅଭିନୟ କରି ଲୋକଙ୍କୁ ଝୁମାଇଛନ୍ତି ତ କେତେବଳେ ଭିଲିଆନ୍ ଭୁମିକାରେ ସମସ୍ତଙ୍କୁ ଡରାଇଛନ୍ତି।

02 Aug 2026 15:57 IST Updated 02 Aug 2026 19:00 IST

ଫିଟିଲା ଗୁମର। ଜଣାପଡ଼ିଲା ସତ। ନିଜ ପିତାଙ୍କୁ ନେଇ ରାମ କପୁର କଲେ ବଡ଼ ଖୁଲାସା। ଅଭିନେତା ରାମ କପୁରଙ୍କୁ କିଏ ବା ନଜାଣେ। ବଲିଉଡର ସେ ଜଣେ ଲୋକପ୍ରିୟ ଚେହେରା। ଯିଏ ହିରୋ ଭୁମିକାରେ ଅଭିନୟ କରି ଲୋକଙ୍କୁ ଝୁମାଇଛନ୍ତି ତ କେତେବଳେ ଭିଲିଆନ୍ ଭୁମିକାରେ ସମସ୍ତଙ୍କୁ ଡରାଇଛନ୍ତି। ଯେବେଠାରୁ ସେ ନେଟଫ୍ଲିକ୍ସର ରିଆଲିଟି ଶୋ ଲକଅଫ ରେ ପହଁଞ୍ଚିଛନ୍ତି ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।  ତେବେ ରିଆଲିଟି ସୋ ରେ ସେ ନିଜ ବାପାଙ୍କୁ ନେଇ ବଡ଼ କଥା କହିଛନ୍ତି। ଯାହାକୁ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।  

02 Aug 2026 15:57 IST Updated 02 Aug 2026 19:00 IST

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.