ARTICLE AD BOX
ଛେଣ୍ଡିପଦା ଥାନା ଦେବଗଡ଼ ଛକରୁ ପୁଲିସ ଅଢେଇ କେଜି ଓଜନର ହାତୀ ଦାନ୍ତ ଜବତ କରି ସମ୍ପୃକ୍ତ ମାଫିଆକୁ ଗିରଫ କରିଛି। ଘଟଣାସ୍ଥଳରୁ ସମ୍ପୃକ୍ତ ମାଫିଆ ବାଗଡ଼ିଆ ଗ୍ରାମର ସୁକାନ୍ତ ପ୍ରଧାନ(୪୨)ଙ୍କୁ ଗିରଫ କରି ତଦନ୍ତ ଚଳେଇଛି।
Chhendipada police seized 2.5 kg of elephant ivory from Deogarh Chhak Photograph: (sambad.in)ଛେଣ୍ଡିପଦା: ଛେଣ୍ଡିପଦା ଥାନା ଦେବଗଡ଼ ଛକରୁ ପୁଲିସ ଅଢେଇ କେଜି ଓଜନର ହାତୀଦାନ୍ତ ଜବତ କରି ସମ୍ପୃକ୍ତ ମାଫିଆକୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ସନ୍ଧ୍ୟା ସମୟରେ ପେଟ୍ରୋଲିଂ କରୁଥିବା ବେଳେ ପୁଲିସ ଦେବଗଡ଼ ଛକରୁ ଅଢେଇ କେଜି ଓଜନର ହାତୀ ଦାନ୍ତ ଜବତକରିଛି।
ଆଜି ହାତୀ ଦାନ୍ତ ବନ ବିଭାଗକୁ ହସ୍ତାନ୍ତର କରିବ ପୁଲିସ
ଘଟଣାସ୍ଥଳରୁ ସମ୍ପୃକ୍ତ ମାଫିଆ ବାଗଡ଼ିଆ ଗ୍ରାମର ସୁକାନ୍ତ ପ୍ରଧାନ(୪୨)ଙ୍କୁ ଗିରଫ କରି ତଦନ୍ତ ଚଳେଇଛି। ଆଜି ହାତୀ ଦାନ୍ତ ବନ ବିଭାଗକୁ ହସ୍ତାନ୍ତର କରିବେ ବୋଲି ଜଣାପଡିଛି।
AFC Champions League 2: ଏଏଫ୍ସି ଚାମ୍ପିଅନ୍ସ ଲିଗ୍-୨: ଇଷ୍ଟ ବେଙ୍ଗଲକୁ ଐତିହାସିକ ପଏଣ୍ଟ୍
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

36 minutes ago
1


