Arrested: ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ସବଇନସ୍ପେକ୍ଟର ଗିରଫ

2 weeks ago 5
ARTICLE AD BOX

ଭଦ୍ରକ: ଭଦ୍ରକ ପୁଲିସକୁ ଗିରଫ କଲା ପୁଲିସ। ସୂଚନା ଅନୁଯାୟୀ, ଭଦ୍ରକ ଟାଉନ ଥାନାରେ କାର୍ଯ୍ୟରତ ସବ ଇନସ୍ପେକ୍ଟର ଗଣନାଥ ସେଠୀ ଦୀର୍ଘ ଦିନ ଧରି ପତ୍ନୀଙ୍କୁ ଶାରୀରିକ ଓ ମାନସିକ ଅତ୍ୟାଚାର କରୁଥିଲେ। ବାରମ୍ବାର ସମାଧାନ କରାଯିବାକୁ ଚେଷ୍ଟା ହୋଇଥିବା ବେଳେ ବାରମ୍ବାର ପତ୍ନୀଙ୍କୁ କରୁଥିଲେ ଅତ୍ୟାଚାର। ଗଣନାଥଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ଟାଉନ ଥାନା ପୁଲିସ ତାଙ୍କୁ ଗିରଫ କରିଥିବାର ସୂଚନା ରହିଛି।

Advertisment

ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବା ଅଭିଯୋଗରେ ଟାଉନ ଥାନା ସବ ଇନସ୍ପେକ୍ଟର ଗଣନାଥ ସେଠୀ ଟାଉନ ଥାନା ପୁଲିସ ଦ୍ୱାରା ଗିରଫ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

Chief Minister: ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.