ARTICLE AD BOX
ସାମ୍ନାରେ ଜାଗା ଜମି ବେପାର। ପଛରେ ଗଞ୍ଜେଇ କାରବାର। ନିଜକୁ ଜମି ବ୍ୟବସାୟୀ କହୁଥିବା ବାରିପଦାର ଜଣେ ଜମି ଦଲାଲ୍ ଗଞ୍ଜେଇ କାରବାର କରୁଥିବା ବେଳେ ଗିରଫ ହୋଇଥିବାର ସୂଚନା ରହିଛି।
Land Broker Arrested in Baripada for Alleged Ganja Trade Photograph: (sambad.in)ବାରିପଦା: ସାମ୍ନାରେ ଜାଗା ଜମି ବେପାର। ପଛରେ ଗଞ୍ଜେଇ କାରବାର। ନିଜକୁ ଜମି ବ୍ୟବସାୟୀ କହୁଥିବା ବାରିପଦାର ଜଣେ ଜମି ଦଲାଲ୍ ଗଞ୍ଜେଇ କାରବାର କରୁଥିବା ବେଳେ ଗିରଫ ହୋଇଥିବାର ସୂଚନା ରହିଛି। ଜାତୀୟ ରାଜପଥ ବାରିପଦାର ଶ୍ମଶାନ ନିକଟରୁ ତାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କଠାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଏହାଛଡ଼ା ଲକ୍ଷାଧିକ ଟଙ୍କା ମଧ୍ୟ ଜବତ ହୋଇଥିବାର ସୂଚନା ରହିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

50 minutes ago
1


