Arrested: ଶଶୁର ହତ୍ୟା ମାମଲାରେ ଜ୍ୱାଇଁ ଗିରଫ

1 month ago 17
ARTICLE AD BOX

କୋକସରା: କଳାହାଣ୍ଡିଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଡାଲଗୁମା ଗ୍ରାମରେ ଘଟିଥିବା ଶୁକଦେବ ଧରୁଆ ହତ୍ୟା ମାମଲାରେ ପୁଲିସ ବଡ଼ ସଫଳତା ପାଇଛି। ମୃତକଙ୍କ ଜ୍ୱାଇଁ ଡିଙ୍ଗର ମାଝୀ(୨୭)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। 

ଘଟଣାରେ ଆହୁରି ବ୍ୟକ୍ତି ସମ୍ପୃକ୍ତ

ସୂଚନା ଅନୁସାରେ ଗତ ରବିବାର ରାତିରେ ବଗିଚା ଜଗିବାକୁ ଯାଇଥିବା ଶୁକଦେବଙ୍କ ରକ୍ତାକ୍ତ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଥିଲା। ପୁଲିସ, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଏହି ଘଟଣାରେ ଆହୁରି କିଛି ବ୍ୟକ୍ତି ସମ୍ପୃକ୍ତ ଥିବା ଅଭିଯୋଗ କରି ଡାଲଗୁମା ଗ୍ରାମବାସୀ ସମସ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରିଛନ୍ତି।

Sand Artist: ତାଇୱାନରେ ବାଲୁକା କଳା ପ୍ରଦର୍ଶନୀରେ ଭାଗନେବେ ଓମ ପ୍ରକାଶ

Read Entire Article
LEFT SIDEBAR AD

Hidden in mobile, Best for skyscrapers.