ARTICLE AD BOX
ଭୁବନେଶ୍ବର: ଟ୍ରାଇଡେଣ୍ଟ ଏକାଡେମି ଅଫ୍ ଟେକ୍ନୋଲୋଜିର କମ୍ପ୍ୟୁଟିଂ ସ୍କୁଲ୍ର ଏଆଇ/ଏମ୍ଏଲ୍ ବିଭାଗ ପକ୍ଷରୁ ଏଆଇସିଟିଇ-ଅଟଳ ସପ୍ତାହବ୍ୟାପୀ ଫାକଲ୍ଟି ଡେଭେଲପ୍ମେଣ୍ଟ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଆଇଆଇଟି, ଏନ୍ଆଇଟି, ଆଇଏଲ୍ଏସ୍ର ଶିକ୍ଷାବିତ୍ ଓ କୋଲକାତା ତଥା ବେଙ୍ଗାଲୁରୁର ଏଆଇ ଷ୍ଟାର୍ଟଅପ୍ର ବିଶେଷଜ୍ଞମାନେ ଭାଗ ନେଇଥିଲେ। ଆଇଆଇଟିର ଡକ୍ଟର ପଙ୍କଜ ଆଚଲେକର, ଏନଆଇଟିର ଡକ୍ଟର ଜଗବନ୍ଧୁ ପଣ୍ଡା, ଏଏଚ୍ଆର୍ସି-ଆଇଆଇଟିର ପ୍ରଫେସର ଏସ୍ ଏନ୍ ପଣ୍ଡା, ଲୋଜାଇଲ୍ର ହିତେଶ ନାୟକ, ଆଜେଣ୍ଟ୍ରିକ୍ସ ଏଆଇର ଏସ୍ ଭଟ୍ଟାଚାର୍ଯ୍ୟ, ଆଇଆଇଟିର ଡକ୍ଟର ମିନୁ ରାମଦାସ, ଏନ୍ଆଇଟିର ପ୍ରଫେସର ବିକାଶ ଚନ୍ଦ୍ର ମହାରାଜ ଓ ଆଇଏଲ୍ଏସ୍ର ପ୍ରଫେସର ଏ ଦୀକ୍ଷିତ ସାମିଲ ହୋଇ ଏଆଇର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।
Electricity Staff: ଆଦିବାସୀଙ୍କ ଉପରେ ବିଦ୍ୟୁତ୍ କର୍ମଚାରୀଙ୍କ ଜୁଲୁମ୍, କୁକୁଡ଼ା ଓ ଟଙ୍କା ନେବାର ଭିଡିଓ ଭାଇରାଲ୍

5 days ago
3


