Accident: ଯାଜପୁର ବଡ଼ଚଣା ବ୍ରିଜ୍‌ରେ ବସ୍‌-ଟ୍ରକ୍ ଧକ୍କା, ୨ ଗୁରୁତର, ୭ ଆହତ

1 hour ago 2
ARTICLE AD BOX

ବାଲିଚନ୍ଦ୍ରପୁର: ଯାଜପୁରଜିଲ୍ଲା ତଥା ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା ବ୍ରିଜ ଉପରେ ଆଜି ଭୋର ସମୟରେ ଗୋଟିଏ ବସ ସହିତ ଟ୍ରକର ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣ ବସ ଯାତ୍ରୀ ଗୁରୁତରହୋଇଥିବା ଜଣାପଡିଛି । ଏହାଛଡ଼ା ୭ ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି। ଦୁଇ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। 

Advertisment

‘ପଦ୍ମା’ ନାମକ ପର୍ଯ୍ୟଟକ ବସ୍ ଦୁର୍ଘଟଣାଗ୍ରସ୍ତ

ସୂଚନା ଅନୁଯାୟୀ ‘ପଦ୍ମା’ ନାମକ ଏକ ପର୍ଯ୍ୟଟକ ବସ୍ କୋଲକାତାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରକ୍ ତାକୁ ଧକ୍କା ଦେଇଥିଲା।

Arrested: ଉଲୁଣ୍ଡାରେ ଗଞ୍ଜେଇ ଚୋରା ଚାଲାଣ ଗାଡ଼ି ଜବତ, ୬ ଅଭିଯୁକ୍ତ ଗିରଫ

Read Entire Article
LEFT SIDEBAR AD

Hidden in mobile, Best for skyscrapers.