Accident: ମାଡ଼ିଗଲା ଅଜଣା ଗାଡ଼ି, ସାଇକେଲ ଆରୋହୀ ମୃତ

1 week ago 7
ARTICLE AD BOX

ବିଜୁ ଏକ୍ସପ୍ରେସ ୱେ ରସରାଜପୁର ନିକଟରେ ମଧ୍ୟରାତ୍ରରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏକ ଅଜଣା ଗାଡ଼ି ମାଡ଼ିଯିବାରୁ ଜଣେ ସାଇକେଲ ଆରୋହୀଙ୍କ ଶୋଚନୀୟ ମୃତ୍ଯୁ ହୋଇଯାଇଛି। ମୃତକଙ୍କ ପରିଚୟ ମିଳିନାହିଁ।

 ମାଡ଼ିଗଲା ଅଜଣା ଗାଡ଼ି, ସାଇକେଲ ଆରୋହୀ ମୃତ

ସୁନ୍ଦରଗଡ଼: ବିଜୁ ଏକ୍ସପ୍ରେସ ୱେ ରସରାଜପୁର ନିକଟରେ ମଧ୍ୟରାତ୍ରରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏକ ଅଜଣା ଗାଡ଼ି ମାଡ଼ିଯିବାରୁ ଜଣେ ସାଇକେଲ ଆରୋହୀଙ୍କ ଶୋଚନୀୟ ମୃତ୍ଯୁ ହୋଇଯାଇଛି। ମୃତକଙ୍କ ପରିଚୟ ମିଳିନାହିଁ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବ୍ଯକ୍ତିଜଣକ ସାଇକଲ ସହ ଘୋଷାଡ଼ି ହୋଇ ଯାଇଥିଲା। ତାଙ୍କ ଦେହ ଖଣ୍ଡବିଖଣ୍ଡିତ ହୋଇ ଯାଇଥିଲା। ଖବର ପାଇ ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଦୁର୍ଘଟଣା ଘଟାଇଥିବା ଗାଡ଼ିର ସନ୍ଧାନ ନେବା ଆରମ୍ଭ କରିଛି |

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.