ARTICLE AD BOX
ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ଏଏସ୍ଆଇ ମନୋଜ କୁମାର ପାଢ଼ୀ।
ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ଏଏସ୍ଆଇ ମନୋଜ କୁମାର ପାଢ଼ୀ।
ସୂଚନା ଅନୁସାରେ ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ଏଏସ୍ଆଇ ମନୋଜ କୁମାର ପାଢ଼ୀ ଏବଂ ତାଙ୍କର ସହିତ ଥିବା ଅନ୍ୟ ଜଣେ ଲୋକ ବାଇକ୍ରେ ଯିବା ସମୟରେ ଗଜପତିଜିଲ୍ଲା କାଶୀନଗର ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଉଭୟଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ମନୋଜଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଜଣଙ୍କର ଚିକିତ୍ସା ଜାରି ରହିଛି।
ଲିଫ୍ଟ ଦୁର୍ଘଟଣାରେ ଦାୟିତ୍ବ ନିର୍ଦ୍ଧାରଣ ନେଇ ସୁପ୍ରିମ୍କୋର୍ଟଙ୍କ ଐତିହାସିକ ରାୟ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 days ago
1


