Accident: ବସ୍-କାର ମୁହାଁମୁହିଁ ଧକ୍କା: ତିନି ଗୁରୁତର, ଜଣେ ଆହତ

3 weeks ago 11
ARTICLE AD BOX

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ କପିଳାସ-ହରିପୁର ରାସ୍ତାରେ ଏକ ଦୁର୍ଘଟଣା ଘଟିଛି। କାରରେ ଥିବା ଚାରିଜଣଙ୍କ ମଧ୍ୟରୁ ତିନି ଜଣ ଗୁରୁତର ହୋଇଛନ୍ତି ଓ ଜଣେ ସାମାନ୍ୟ ଆହତ ହୋଇଛନ୍ତି।

 (sambad.in) Accident Photograph: (sambad.in)

ଢେଙ୍କାନାଳ: ଢେଙ୍କାନାଳଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ କପିଳାସ-ହରିପୁର ରାସ୍ତାରେ ଏକ ଦୁର୍ଘଟଣା ଘଟିଛି। କାରରେ ଥିବା ଚାରିଜଣଙ୍କ ମଧ୍ୟରୁ ତିନି ଜଣ ଗୁରୁତର ହୋଇଛନ୍ତି ଓ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି।

କାରଟି ଭାଙ୍ଗିରୁଜି ଚୁରମାର

ଖୁସି ନାମକ ବସ୍ ଟି କଟକରୁ ପାଲଲହଡ଼ା ଯାଉଥିଲା। କାରଟି କପିଳାସରୁ ଟାଙ୍ଗି ରାସ୍ତା ଆଡ଼କୁ ଯାଉଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ବହୁତ ଭୟଙ୍କର ଥିଲା। ଏଥିରେ କାରଟି ଭାଙ୍ଗିରୁଜି ଚୁରମାର ହୋଇଥିବା ବେଳେ ବସ୍ ର କିଛି ଅଂଶ ମଧ୍ୟ ଭାଙ୍ଗିଥିବା ଜଣାପଡିଛି।

Loot: କଟକରେ ଚାଞ୍ଚଲ୍ୟ: ମହିଳା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ୩୬ ଲକ୍ଷ ଟଙ୍କା ଲୁଟିନେଲେ ୬ ଲୁଟେରା

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.