ARTICLE AD BOX
କେନ୍ଦୁଝରଠାରୁ ପାଣିକୋଇଲି ଓ ଭଦ୍ରକ ଅଭିମୁଖେ ସାଇରେନ୍ଦ୍ରି ନାମକ ଘରୋଇ ବସଟି ଯାଉଥିବାବେଳେ ଘସିପୁରା ଥାନା ଅନ୍ତର୍ଗତ ଭାରତ ପେଟ୍ରୋଲ ପମ୍ପ ସାମ୍ନାରେ ଦୁର୍ଘଟଣାଗ୍ରସ୍ତ ହୋଇଛି | ଏହି ଦୁର୍ଘଟଣା ଯୋଗୁଁ ସାତ ଜଣ ଯାତ୍ରୀ ଆହତ ହୋଇଛନ୍ତି l
/sambad/media/media_files/2026/07/04/kkkkkk-2026-07-04-09-07-44.png)
ଘସିପୁରା: କେନ୍ଦୁଝରରୁ ଭଦ୍ରକ ଯାଉଥିବାବେଳେ ଗଛକୁ ଧକ୍କା ଦେଲା ବସ | କେନ୍ଦୁଝର ଜିଲ୍ଲା ଘସିପୁରା ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି | କେନ୍ଦୁଝରଠାରୁ ପାଣିକୋଇଲି ଓ ଭଦ୍ରକ ଅଭିମୁଖେ ସାଇରେନ୍ଦ୍ରି ନାମକ ଘରୋଇ ବସଟି ଯାଉଥିବାବେଳେ ଘସିପୁରା ଥାନା ଅନ୍ତର୍ଗତ ଭାରତ ପେଟ୍ରୋଲ ପମ୍ପ ସାମ୍ନାରେ ଦୁର୍ଘଟଣାଗ୍ରସ୍ତ ହୋଇଛି | ଏହି ଦୁର୍ଘଟଣା ଯୋଗୁଁ ସାତ ଜଣ ଯାତ୍ରୀ ଆହତ ହୋଇଛନ୍ତି l ସେମାନଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଉଛି |
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 month ago
13


