ARTICLE AD BOX
ଲରେନ୍ସ ବିଷ୍ଣୋଇଙ୍କ ପକ୍ଷରୁ ଆମିର ଖାନଙ୍କୁ ତଣ୍ଟି ଚିପି ମାରିଦେବାକୁ ଧମକ ମିଳିଛି । ଷ୍ଟାରଡମ୍ ନାମରେ ‘ଲଭ୍ ଜିହାଦ’ ର ପ୍ରଚାର କରୁଥିବା ନେଇ ଅସନ୍ତୋଷ ଝାଡ଼ିଛନ୍ତି ଵିଷ୍ଣୋଇଙ୍କ ଭାଇ।
ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ପରିଚିତ ଆମିର ଖାନଙ୍କୁ ନେଇ ବଢ଼ିଲା ଚିନ୍ତା। ତାଙ୍କୁ ତଣ୍ଟି ଚିପି ମାରିଦେବାକୁ ମିଳିଲା ଧମକ। ସଲମାନ ଖାନଙ୍କ ପରେ ଏବେ ଆମିର ଖାନଙ୍କୁ ଟାର୍ଗେଟ କରିଛି ଲରେନ୍ସ ଵିଷ୍ଣୋଇ ଗ୍ୟାଙ୍ଗ। ତେବେ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଆରଜୁ ବିଷ୍ଣୋଇଙ୍କ ନାମରେ ଏହି ଧମକ ଆସିଛି। ଷ୍ଟାରଡମ୍ ନାମରେ ‘ଲଭ୍ ଜିହାଦ’ର ପ୍ରଚାର କରୁଥିବା ନେଇ ଅସନ୍ତୋଷ ଝାଡ଼ିଛନ୍ତି ବିଷ୍ଣୋଇଙ୍କ ଭାଇ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
10


