ARTICLE AD BOX
5 Orangutans Rescued In Bhograi: STF Probes Odisha-Bengal Wildlife Smuggling Racket | Argus News ବାଲେଶ୍ୱର ଭୋଗରାଇରୁ ଉଦ୍ଧାର ହୋଇଥିବା ୫ଟି ବିରଳ ଓରାଙ୍ଗଉଟାନ ଚୋରା ଚାଲାଣ ଘଟଣାରେ ଏବେ ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ STF, ବନ ବିଭାଗ ଓ ପୋଲିସର ମିଳିତ ଟିମ୍। ଏହି ଆନ୍ତଃରାଜ୍ୟ ଚାଲାଣ ରାକେଟର ଲିଙ୍କ୍ ଖୋଜିବା ପାଇଁ ପଶ୍ଚିମବଙ୍ଗର ଦୀଘା ଓ କୋଲକାତା ଉପରେ ନଜର ରଖାଯାଇଥିବା ବେଳେ ସୀମାନ୍ତ ଅଞ୍ଚଳର ୨୦୦ରୁ ଅଧିକ ସିସିଟିଭି ଯାଞ୍ଚ କରାଯାଉଛି। ଘଟଣାସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବା ସହ ଏକ ସନ୍ଦିଗ୍ଧ କଳା ଥାର୍ (Thar) ଗାଡ଼ିକୁ କେନ୍ଦ୍ର କରି ତଦନ୍ତ ଜୋରଦାର ହୋଇଛି। #OrangutanRescue #Bhograi #Balasore #OdishaSTF #WildlifeSmuggling #CrimeBranchOdisha #OdishaForestDepartment #IllegalWildlifeTrade #Digha #Kolkata #AnimalSmuggling #OdishaNews #OdiaNews #BreakingNews #argusnews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

6 days ago
6


