ARTICLE AD BOX
100 Feet Breach In Kharasrota River Submerges Farmland In Binjharpur | Jajpur Flood | Argus News ଖରସ୍ରୋତା ନଦୀରେ ପ୍ରଳୟଙ୍କାରୀ ବନ୍ୟା ଫଳରେ ବିଂଝାରପୁର ବ୍ଲକର ନୂଆନାହାରା ନଦୀରେ ସୃଷ୍ଟି ହୋଇଛି ୧୦୦ ଫୁଟର ଘାଇ। ଏହି ଘାଇ ଯୋଗୁଁ ହଳଧିଡ଼ିହିଃ ପଂଚାୟତର ପଳଫୁଳ ଅଂଚଳରେ ହଜାର ହଜାର ଏକର ଚାଷଜମି ନଷ୍ଟ ହୋଇଯାଇଥିବା ବେଳେ ଚାଷୀମାନେ ବଡ଼ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ନଦୀର ଜଳସ୍ତର କମିଥିଲେ ମଧ୍ୟ ବନ୍ୟା ପୀଡ଼ିତଙ୍କ ଦୁଃଖ ଏବେ ବି ଟଳିନାହିଁ ଏବଂ ସେମାନେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି। A massive 100-foot breach in the Nuanahara river, a distributary of the Kharasrota, has caused widespread devastation in the Binjharpur block of Jajpur. Despite the receding water levels, the misery for farmers in Haldididhi Panchayat and Palphul area continues as vast stretches of paddy crops have been completely destroyed. Facing immense financial loss, the affected families are now desperately seeking government intervention and compensation. Watch this ground report for a detailed look at the current situation of the submerged farmlands. #KharasrotaRiver #JajpurFlood #Binjharpur #RiverBreach #OdishaFloods #FarmersDistress #CropLoss #OdishaNews #JajpurUpdate #BaitaraniSystem #FloodRelief #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

9 hours ago
2


